ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

Nov 24, 2023 - 17:04
 9

ଭୁବନେଶ୍ୱର: ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଅଧିବେଶନ।। ମାତ୍ର ୪ ଦିନରେ ସରିଲା ଅଧିବେଶନ। ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏଁ ଚାଲିବାର ଥିଲା ଅଧିବେଶନ। ଅଧିବେଶନରେ ଥିଲା ୩୦ଟି କାର୍ଯ୍ୟଦିବସ।