ସକ୍ରିୟ ରାଜନୀତୀରୁ ଅବସର ନେଲେ ପାଣ୍ଡିଆନ

Jun 9, 2024 - 22:46
 6
ସକ୍ରିୟ ରାଜନୀତୀରୁ ଅବସର ନେଲେ ପାଣ୍ଡିଆନ

ଭୁବନେଶ୍ୱର: ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ। ଏକ ଭିଡିଓ ବାର୍ତ୍ତ ଜରିଆରେ ଘୋଷଣା କଲେ ପାଣ୍ଡିଆନ। ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଯୋଗ ଦେଇଥିଲି। ବିଜେଡିର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ୍।