ନଭେମ୍ବର ୨୬ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

Oct 30, 2024 - 21:32
 76

ଭୁବନେଶ୍ୱର: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ଦିନରେ ୨୬ ଅତିରିକ୍ତ ବଜେଟ ଅପସ୍ଥାପାନ ହେବ। ନଭେମ୍ବର ୨୬ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ଶୀତକାଳୀନ ଅଧିବେଶନର ୩୦ ଦିନ କାର୍ଯ୍ୟଦିବସ ରହିଛି ।