ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା। ଦାୟିତ୍ବ ଗ୍ରହଣ ପରେ ନୂଆ ଡିସିପି କହିଲେ ଯେ ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ। ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ ଓ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ।ବୋଲି ସୂଚନା ଦେଲେ ଡିସିପି। ଏହା ସହ ସାଇବର ଥାନା ସୁଦୃଢ଼ କରାଯିବ ବୋଲି ପ୍ରକାଶ କଲେ ମୀନା।