ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ଉଠାଇଲା ଆଦିତ୍ୟ ଏଲ୍ ୧
ଭୁବନେଶ୍ୱର: ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ଉଠାଇଲା ଆଦିତ୍ୟ ଏଲ୍ ୱାନ୍। ୨୦୦ ରୁ ୪୦୦ ନାନୋମିଟର ୱେଭ୍ ଲେନ୍ଥ ରେଞ୍ଜ୍ ରେ ପ୍ରଥମ ଫଟୋକୁ ନେଇ ବିଜ୍ଞାନ ଜଗତରେ ଉତ୍ସାହ ପରିଲକ୍ଷିତ ହୋଇଛି। ସୂର୍ଯ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଫଟୋ ପୃଥିବୀକୁ ପଠାଇଛି।