ଦୁର୍ବଳ ହେଲା ଲଘୁଚାପ

Oct 2, 2023 - 16:36
 9
ଦୁର୍ବଳ ହେଲା ଲଘୁଚାପ

ଭୁବନେଶ୍ୱର: ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟ ସଦୃଶ୍ୟ ଲଘୁଚାପ କ୍ଷେତ୍ର। ସଦୃଶ୍ୟ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏବେ ଲଘୁଚାପ ଝାଡ଼ଖଣ୍ଡର ଦକ୍ଷିଣପଶ୍ଚିମରେ ସକ୍ରିୟ ରହିଛି।