ନଭେମ୍ବର ୨୭ ରେ ଲଘୁଚାପ

Nov 24, 2023 - 17:10
 6

ଭୁବନେଶ୍ୱର: ନଭେମ୍ବର ୨୭ ତାରିଖ ବେଳକୁ ଦକ୍ଷିଣ - ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପଶ୍ଚିମ - ଉତ୍ତର - ପଶ୍ଚିମ ଦିଗକୁ ଗତି କରିବ ଓ ୨୯ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।