ଅଗଷ୍ଟ ୩୧ରେ ଉତକେଲାକୁ ଉଡ଼ିବ ବିମାନ
ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ଉତକେଲାକୁ ଉଡ଼ିବ ବିମାନ। ସକାଳ ୧୦:୩୫ ରେ ଉଡ଼ିବ ପ୍ରଥମ ବିମାନ। ବିମାନ ସେବା ଆରମ୍ଭ ସମୟରେ ଭିଡିଓ କନ୍ଫରେନ୍ସିଂଗରେ ରହିବେ କେନ୍ଦ୍ର ବେସାମରିକ ମନ୍ତ୍ରୀ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଉତକେଲାରୁ କେନ୍ଦ୍ର ପରିବହନ ମନ୍ତ୍ରୀ ଶୁଭାରମ୍ଭ କରିବେ।