ଆଜିଠୁ ଓଡ଼ିଶାରେ ବନ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ବନ କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ। ୫ଦଫା ଦାବି ପୂରଣ ନହେଲେ ସମୂହ ଛୁଟି ଚେତାବନୀ ଦେଇଛନ୍ତି ବନ୍ କର୍ମଚାରୀ। ଆଜିଠୁ ରାଜ୍ୟର ୫୩୭୬ ଫରେଷ୍ଟ ଗାର୍ଡ ଜୁଲାଇ ୮ ଯାଏଁ ଦେବେ ଧାରଣା | ସୂଚନା ଅନଯାୟୀ,୨୫୩୦ ଫରେଷ୍ଟର ଓ ୨୮୨ ଡେପୁଟି ରେଞ୍ଜର ବି ଦେବେ ଧାରଣା | ଦାବି ପୂରଣ ନହେଲେ ଜୁଲାଇ ୧୦ ରୁ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବନ କର୍ମଚାରୀ।