ଏମ୍ସରେ DNA ଟେଷ୍ଟ ପାଇଁ ଯୋଗାଯୋଗ ନମ୍ବର ଜାରି

Jun 7, 2023 - 17:54
 5
ଏମ୍ସରେ DNA ଟେଷ୍ଟ ପାଇଁ ଯୋଗାଯୋଗ ନମ୍ବର ଜାରି

ଭୁବନେଶ୍ୱର; ବାଲେଶ୍ୱର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ମୃତକଙ୍କ ଚିହ୍ନଟରେ ଦ୍ୱନ୍ଦ ସୃଷ୍ଟି ହେଲେ DNA ଟେଷ୍ଟିଙ୍ଗ କରାଯିବ। DNA ଟେଷ୍ଟିଙ୍ଗ ପାଇଁ ଯୋଗାଯୋଗ ନମ୍ୱର ୮୨୮୦୩୪୬୬୨୯ ଜାରି କରାଯାଇଛି। ଏହି ନମ୍ୱରରେ ଯୋଗାଯୋଗ କରି ନମୁନା ଦେଇପାରିବେ ସମ୍ପର୍କୀୟ।