କାଲିଠୁ ଓଡ଼ିଶାରେ ପୁଣି ବର୍ଷା

Aug 22, 2023 - 12:24
Aug 24, 2023 - 13:56
 11
କାଲିଠୁ ଓଡ଼ିଶାରେ ପୁଣି ବର୍ଷା

ଭୁବନେଶ୍ୱର: କାଲିଠୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅବିଶ୍ରାନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ତାରଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୁର୍ଣ୍ଣିବଳୟ। ଏହା ପ୍ରଭାବରେ ବିଶେଷକରି ଉତ୍ତର-ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ। ତେବେ ବର୍ଷା ସତ୍ତ୍ୱେ ବି ରାଜ୍ୟରେ ସ୍ଵାଭିବିକ ଠାରୁ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।