ଖୁଦୁରୁକୁଣି ଓଷା ପାଳନ ବେଳେ ଯୁବତୀ ମୃତ
କଟକ: କଟକ ଜିଲ୍ଲାର ସିଡିଏ ହଇରାଣପୁର ବସ୍ତିରେ ଖୁଦୁରୁକୁଣି ଓଷା ପାଳନ ବେଳେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଣ୍ଢେଇ ଦାସ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।