ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ୱର : ଜୁଲାଇ ୩ରୁ ଆରମ୍ଭ ୮ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୮ ଯାଏଁ ଚାଲିବ ପରୀକ୍ଷା।
ଏଥର ୮୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ|
www.bseodisha.ac.inରେ ଆଡମିଟ୍କାର୍ଡ ଡାଉନଲୋଡ଼ କରିପାରିବେ |