ରଥଯାତ୍ରା ଉପଲକ୍ଷେ ସ୍ଵତନ୍ତ୍ର ମୋ ବସ୍ ସେବା
ପୁରୀ : ରଥଯାତ୍ରା ଅବସରରେ ପୁରୀକୁ ସ୍ଵତନ୍ତ୍ର ‘ମୋ ବସ୍’ ଚଳାଚଳ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଓଡ଼ିଶା ସରକାର।
ଜୁନ୍ ୨୨ରୁ ୨୭ ପର୍ଯ୍ୟନ୍ତ ୩ଟି ନୂଆ ରୁଟ୍ରେ ଚଳାଚଳ କରିବ ‘ମୋ ବସ୍’।
ନୂଆ ରୁଟ୍ ୨, ୩ ଓ ୪ରେ ଚଳାଚଳ କରିବା ନେଇ କ୍ରୁଟ୍ର ପକ୍ଷରୁ ସୂଚନା ମିଳିଛି |
ଟ୍ରାଫିକ୍ ଜାମ୍ ପାଇଁ ପୁରୁଣା ରୁଟ୍ ୭, ୮, ୫୨ ଜୁନ୍ ୩୦ ଯାଏ ବାତିଲ୍ କରାଯାଇଛି |