ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ଚଳିତ ବର୍ଷ ବିଳମ୍ବରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ଫଳରେ ଆହୁରି ୧୫ ଦିନ ରାଜ୍ୟରେ ଗରମ, ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ।