ବ୍ୟାପକ ତାଳ ଗଛ ଲଗାଇବାକୁ ନିର୍ଦେଶ

Sep 8, 2023 - 09:36
 55
ବ୍ୟାପକ ତାଳ ଗଛ ଲଗାଇବାକୁ ନିର୍ଦେଶ

ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବ୍ୟାପକ ତାଳ ଗଛ ଲଗାଇବାକୁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ବ୍ୟାପକ ବୃକ୍ଷରୋପଣ ନେଇ ବୈଠକରେ ଆଲୋଚନା କରାଯାଇଛି। ସଂଗ୍ରଖିତ ଜଙ୍ଗଲରେ ବ୍ୟାପକ ତାଳ ବୃକ୍ଷରୋପଣ ନେଇ ନିର୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର। ବିଦଦାପନ୍ନ ଜିଲ୍ଲାରେ ଏହି ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।