ଭୁବନେଶ୍ୱର ଉପକଣ୍ଠରେ ବନ୍ଦ ଗୁହାଳ ଘରୁ ୨ ମୃତଦେହ ଉଦ୍ଧାର

Aug 18, 2023 - 17:35
Aug 28, 2023 - 14:16
 4
ଭୁବନେଶ୍ୱର ଉପକଣ୍ଠରେ ବନ୍ଦ ଗୁହାଳ ଘରୁ ୨ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ମଇଁଷି ଗୁହାଳ ଘରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଲିଅନ୍ତା ଥାନା ରାମଚନ୍ଦ୍ରପୁରରେ ଘଟିଛି ଏହି ଘଟଣା। ୨ ମୃତକ ମଇଁଷି ଫାର୍ମର କର୍ମଚାରୀ ହୋଇଥିବା ଜଣା ପଡିଛି | ଦୁଇ ଜଣ ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।