ରେଳ ଧାରଣାରେ ପଡ଼ିଛି ଶାଳଗଛ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଷ୍ଟେସନ ନିକଟରେ ରେଳ ଧାରଣାରେ ଭାଙ୍ଗି ପଡ଼ିଛି ଶାଳଗଛ। ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡ଼ି ପଡ଼ିଛି । ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଅଟକିଛି ବାଲେଶ୍ୱର-ବାଙ୍ଗିରିପୋଷି ଡିଏମୟୁ।