ଆଜି ୧୨ ଘଣ୍ଟିଆ କୁଆଁରମୁଣ୍ଡା ବନ୍ଦ

Sep 7, 2023 - 09:22
 97
ଆଜି ୧୨ ଘଣ୍ଟିଆ କୁଆଁରମୁଣ୍ଡା ବନ୍ଦ

ବିରମିତ୍ରପୁର: ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ସହର ବନ୍ଦ। ଜମୁନାନାକୀ ସରକାରୀ ଫାର୍ମରେ ମେଡିକାଲ କଲେଜ ଦାବିରେ ବନ୍ଦ ଡାକରା ଦେଇଛି ନାଗରିକ କମିଟି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ। ଦୋକାନ, ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।