ନୟାଗଡ଼ରେ ବୋମାମାଡ଼

Feb 8, 2025 - 16:32
 8

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଥିବା ସୂଚନା। ବୋମାମାଡ଼ରେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।