ଭୟଙ୍କର ଦୁର୍ଘଟଣା :ବର୍ତ୍ତିଲା ଚାଳକ
ଭୁବନେଶ୍ୱର,୧୨/୧୧:ଏୟାରପୋର୍ଟ ଛକ ନିକଟରେ ଗତ ରାତିରେ ଟ୍ରକ ଓ ଏକ ହୁଣ୍ଡାଇ କାର ମଧ୍ୟରେ ଧକ୍କା ହେଇଥିବା ବେଳେ କାରଟି ଭାଙ୍ଗି ଚୁରମାର ହେଇଯାଇଛି!କିନ୍ତୁ ଅଳ୍ପକେ ଚାଳକ ବର୍ତ୍ତିଯାଇଥିଲେ ବି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧlର କରି ପୋଲିସ କ୍ୟାପିଟାଲ ମେଡିକାଲ ରେ ଭର୍ତ୍ତି କରିଛି. ପୋଲିସ ଟ୍ରକଡ୍ରାଇଭରକୁ ଥାନାକୁ ନେଇ ପଚରାଉଚୁରା କରୁଛି