୯ମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ

Apr 19, 2025 - 22:08
 40
୯ମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ

ଭୁବନେଶ୍ୱର: ୯ମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଥିବା ଶଙ୍ଖ ଭବନରେ ନବୀନଙ୍କ ନାମ ଘୋଷଣା କଲେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ନବୀନ। ଏହି ଅବସରରେ ନବୀନ କହିଛନ୍ତି ଯେ, "ଓଡ଼ିଶାର ହକ ପାଇଁ ଲଢ଼େଇ ଜାରି ରହିବ। ରାଜ୍ୟର ସ୍ୱାଭିମାନ ଆମ ପାଇଁ ସବୁଠୁ ଉର୍ଦ୍ଧରେ।"