ରାୟଗଡ଼ାରେ ଅଟକିଲା ୨ଟି ଟ୍ରେନ୍

Apr 19, 2025 - 11:28
 6

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଲେଲିଗୁମା ଷ୍ଟେସନ୍‌ ନିକଟରେ ଅଟକିଲା ୨ ଟି ଟ୍ରେନ୍। ପେଣ୍ଟାଗ୍ରାଫ୍ ଅଚଳ ଯୋଗୁଁ ଅଟକିଲା ଇଣ୍ଟର୍‌ସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍। ଦୀର୍ଘ ସମୟ ଧରି ଟ୍ରେନ୍ ଅକଟିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରେଳ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।