ଭୁବନେଶ୍ୱରରେ ଅଫିସ୍ ଭିତରେ ମହିଳାଙ୍କୁ ହାଣିଲେ ସ୍ବାମୀ
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ନିକଟ କୃର୍ତ୍ତିବନ୍ଧୁ ଆପର୍ଟମେଣ୍ଟରେ ଥିବା ଏକ ଅଫିସ୍ ଭିତରେ ଜଣେ ମହିଳାଙ୍କୁ ହାଣିଲେ ତାଙ୍କ ସ୍ଵାମୀ। ପାରିବାରିକ କଳହରୁ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୋଲିସ୍ ଦ୍ବାରା ଅଟକ ରହିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ମଧୁସ୍ମିତା ଦାସ ନାମକ ମହିଳାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।