ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ

Feb 5, 2024 - 20:31
 8

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ ହୋଇଛି। ଗ୍ୟାସ୍ କଟରରେ ଲକର୍ କରିପାରିଲେ ନାହିଁ ଲୁଟେରା। କିନ୍ତୁ ସିସିଟିଭି ହାର୍ଡଡିସ୍କ ଓ ବନ୍ଧୁକ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଯଶିପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି