ଭୁବନେଶ୍ବରରେ ଧରାପଡ଼ିଲେ ୨୧ ମଦୁଆ ଡ୍ରାଇଭର

Feb 11, 2024 - 17:14
 41

ଭୁବନେଶ୍ୱର: ଭୁବନେଶ୍ବରରେ ଗାଡ଼ି ଯାଞ୍ଚ ବେଳେ ଧରାପଡ଼ିଲେ ୨୧ ଜଣ ମଦୁଆ ଡ୍ରାଇଭର। ଲକ୍ଷ୍ମୀସାଗର ଥାନା ଅଂଚଳରେ ସର୍ବାଧିକ ୭ଟି ଗାଡ଼ି ଜବତ କରାଯାଇଛି। ଜଟଣୀ ଥାନା ଅଂଚଳରେ ୫ ଜଣ ମଦ୍ୟପଙ୍କ ଗାଡ଼ି ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ପ୍ରମୁଖ ଛକ ଗୁଡ଼ିକରେ ପୋଲିସ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା।