୫ ମାସର ପୁଅକୁ କଚାଡ଼ି ମାରିଲା ବାପା

Feb 11, 2024 - 17:16
 45

ପଦ୍ମପୁର: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ୫ ମାସର ପୁଅକୁ କଚାଡ଼ି ମାରିଦେଲା ବାପା। ଘରୋଇ କଳହରୁ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍।