ଆଦିବାସୀ ମେଳା ଆରମ୍ଭ
ଭୁବନେଶ୍ୱର: ଆରମ୍ଭ ହେଲା ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଲାକୁ ଭରଚୁଆଲ୍ ରେ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ୱର ଏକ ନମ୍ଚର ସ୍ଥିତ ଆଦିବାସୀ ପଡ଼ିଆରେ ଚାଲିଥିବା ଏହି ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ ଜନଜାତିଙ୍କ ଘର। ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା।