କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି ଓଡ଼ିଶା ମେଢ଼ର ଝଲକ୍। ମେଢ଼ ସାଙ୍ଗରେ ନାଚିଲେ ସମ୍ବଲପୁରୀ ନୃତ୍ୟଶିଳ୍ପୀ। ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ସାରା ବିଶ୍ୱ ଦେଖିଲା ଓଡ଼ିଶାର କଳା ଓ ସଂସ୍କୃତି।