ଭୁବନେଶ୍ବର କମିଶନରେଟ ପୋଲିସ ଦ୍ବାରା କୋଟିପତି ଲୁଟେରା ଗିରଫ

Mar 24, 2024 - 17:29
 6

ଭୁବନେଶ୍ୱର: ଭୁବନେଶ୍ବର କମିଶନରେଟ ପୋଲିସ ଦ୍ବାରା କୋଟିପତି ଲୁଟେରା ଗିରଫ ହୋଇଥିବା ସୂଚନା। ଲୁଟେରା ପର୍ଶୁରାମ ଗିରି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର। ଭୁବନେଶ୍ୱରରେ ତାର ୫ଟି ଫ୍ଲାଟ ଅଛି। ପର୍ଶୁରାମ ନିକଟକୁ ୭ କେଜି ରୁପା, ୭୦୦ ଗ୍ରାମ ସୁନା ଓ ୨୧ ଲକ୍ଷ ଟଙ୍କା ଜବତ ହୋଇଛି।