ପିକ୍ ଅପ୍ ଭ୍ୟାନ୍ ରୁ ୩ ଲକ୍ଷ ୬୯ ହଜାର ଜବତ

Apr 26, 2024 - 20:30
 6

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଅଞ୍ଚଳରେ ଏକ ପିକ୍ ଅପ୍ ଭ୍ୟାନ୍ ରୁ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଧରିଲା ପୋଲିସ୍। ନୂଆପଡ଼ାରୁ ଛତିଶଗଡ଼ ଯାଉଥିଲା ଭ୍ୟାନ୍। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍।