କୁଖ୍ୟାତ ଅପରାଧୀକୁ ତଡ଼ିପାର

May 6, 2024 - 19:52
 8

ଭୁବନେଶ୍ୱର: କୁଖ୍ୟାତ ଅପରାଧୀକୁ ତଡ଼ିପାର କଲା କମିଶନରେଟ ପୋଲିସ। କୁଖ୍ୟାତ ଅପରାଧୀ କାହ୍ନୁଚରଣ ଚମ୍ପତିକୁ ଭୁବନେଶ୍ବରରୁ ତଡ଼ିପାର କରାଯାଇଛି। ୧୮୦ ଦିନ ପାଇଁ ତଡ଼ିପାର ଘୋଷଣା କରାଯାଇଛି। କାହ୍ନୁଚରଣ ନାଁରେ ୭ରୁ ଅଧିକ ରହିଛି ଅପରାଧିକ ମାମଲା।