ନକଲି ଜର୍ଦ୍ଦା କାରଖାନା ଠାବ

Jul 11, 2024 - 22:06
 9

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ନକଲି ଜର୍ଦ୍ଦା କାରଖାନାରୁ ୬୫ ଲକ୍ଷର ନକଲି ଜର୍ଦ୍ଦା ଜବତ କରାଯାଇଛି। ପୁରୁଣାବଜାର ଥାନା ହେଲାସାହିରୁ ଜବତ କଲା ପୋଲିସ। ନାମୀଦାମୀ ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।