୨୯ରୁ ରିଚେକିଂ ଆବେଦନ କରିପାରିବେ ମାଟ୍ରିକ ଛାତ୍ରଛାତ୍ରୀ

May 26, 2024 - 23:35
 13

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ରିଚେକିଂ ପାଇଁ ଆବେଦନ କରିପାରିବେ ମାଟ୍ରିକ ଛାତ୍ରଛାତ୍ରୀ । ଜୁନ୍ ୧୨ ଯାଏଁ ରିଚେକିଂ ପାଇଁ ଆବେଦନ କରିପାରିବେ। ହାଇସ୍କୁଲ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପାସ୍ ହାର ରହିଛି ୯୬.୦୭ ପ୍ରତିଶତ।