ଭୁଲ ଟୀକା ଯୋଗୁଁ ୫ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

Feb 22, 2024 - 16:08
 7

ବ୍ରହ୍ମପୁର: ଭୁଲ ଟୀକାକରଣ ଯୋଗୁଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନେଳିଆବନ୍ଧର ୫ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ବୁଗୁଡ଼ା ମେଡିକାଲରେ ଟୀକାକରଣ ପରେ ହଠାତ୍ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ପରେ ଉତ୍ତ୍ୟକ୍ତ ପରିବାର ଲୋକେ ବୁଗୁଡ଼ା ମେଡିକାଲରେ ଭଙ୍ଗାରୁଜା କରିଛନ୍ତି।