ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମାଗାଦୀରେ ଦୁଇ ଦିନ ଧରି ଜଳିବ ଝାଡ଼ଦୀପ। ଏହି ମେଳାରେ ସାମିଲ ହେଲେ ଦେଶ ବିଦେଶର ବହୁ ମହିମା ସାଧୁ। ବାହାର ରାଜ୍ୟ ଯେମିତିକି ଆସାମ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରେଶରୁ ଆସିଛନ୍ତି ମହିମା ସାଧୁ। ଚଳିତ ବର୍ଷ ୧୫୦ ତମ ବର୍ଷରେ ପଦାର୍ପଣ କରିଛି ଯୋରନ୍ଦା ମେଳା। ୧୮୬୪ ମସିହାରୁ ମହିମା ଧର୍ମର ଉତ୍ପତ୍ତି ସ୍ଥଳେ ହୋଇଆସୁଛି ଯୋରନ୍ଦାର ମାଘ ମେଳା।