ୱିନର ଆସୋସିଏସନରେ ଅଗ୍ନି ଉତ୍ସବ ପାଳନ

ଭୁବନେଶ୍ୱର: ଆଜି ଅଗ୍ନି ପୁର୍ଣିମାରେ ଭୁବନେଶ୍ୱର ସହିଦନଗର ସ୍ତିତ ୱିନର ଆସୋସିଏସନରେ ବିଧି ବଧ ଭାବେ ପୂଜା କରାଯାଇ ଅଗ୍ନି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଗ୍ନିଙ୍କୁ ସନ୍ତୁଷ୍ଟ ନିମନ୍ତେ ଭୋଗ, ପରିବା ଓ ନଡ଼ିଆ ସେଥିରେ ପକାଯାଇଥିଲା । ଏଥି ସହ ସମସ୍ତଙ୍କୁ ଅଗ୍ନି ପୁର୍ଣିମାରେ ଅନେକ୍ ଅନେକ୍ ଅଭିନନ୍ଦନ ଶୁଭେଚ୍ଛା ଜଣାଯାଇଥିଲା।