ଓଡ଼ିଶାର ୨ ଜିଲ୍ଲାରେ ନୂଆ ଏସପିଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶାର ୨ ଜିଲ୍ଲାରେ ନୂଆ ଏସପିଙ୍କୁ ମିଳିଲା ନିଯୁକ୍ତି। ରାଉରକେଲା ଏସ୍ପି ଭାବେ ନିଯୁକ୍ତି ପାଇଲେ ବ୍ରିଜେଶ ରାୟ । ଉମାଶଙ୍କର ଦାସ ଅନୁଗୁଳ ଏସ୍ପି ନିଯୁକ୍ତ। କଟକ ଡିସିପି ହେଲେ ପ୍ରକାଶ ଆର। ନିର୍ବାଚନ ଦାୟିତ୍ବରୁ ହଟାଇଥିଲେ ନିର୍ବାଚନ କମିଶନ।