ଟ୍ରକ୍ ରୁ ୧୫୦ ଗୋରୁ ଉଦ୍ଧାର

Apr 5, 2024 - 17:50
 5
ଟ୍ରକ୍ ରୁ ୧୫୦ ଗୋରୁ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜନସନପୁର ନିକଟରେ ୨ଟି ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ଟ୍ରକ୍ ଜବତ କରି ୧୫୦ ଗୋରୁ ଉଦ୍ଧାର କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ମଧ୍ୟପ୍ରଦେଶରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା ପୋଲିସ୍।