ଦୁର୍ଘଟଣାରେ ବଡ଼ ଭାଇ ମୃତ, ସାନ ଗୁରୁତର

Apr 27, 2024 - 22:08
 7

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଗୁରୁତର ହୋଇଛନ୍ତି। ବାଇକରେ ଯିବାବେଳେ କୋଟପୋଖରୀ ଗାଁରେ ଗଛ ସହ ଧକ୍କା ହୋଇଥିଲା ବାଇକ୍। ଜଣଙ୍କ ଦ୍ୱାଦଶାହ କାର୍ଯ୍ୟରେ ଯୋଗ ଦେବାକୁ ୨ ଭାଇ ଯାଉଥିଲେ।