୮ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା

Apr 27, 2024 - 22:07
 8

ଭୁବନେଶ୍ୱର: ଓଡ଼ିଶାରେ ୮ ବିଧାନସଭା ଆସନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ମାନେ ହେଲେ: ସାଲେପୁର- ଅରିନ୍ଦମ ରାୟ ତେଲକୋଇ- ଫକିର ମୋହନ ନାୟକ ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ ଚମ୍ପୁଆ- ମୁରଲୀ ମନୋହର ଶର୍ମା ହିନ୍ଦୋଳ- ସୀମାରାଣୀ ନାୟକ କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି ବସ୍ତା- ରବୀନ୍ଦ୍ର ଅନ୍ଦିଆ ହେଲେ ପ୍ରାର୍ଥୀ