ବିନା ସୂଚନାରେ ଘରୋଇ ହେଲିକପ୍ଟର ର ଜରୁରୀ ଅବତରଣ

May 2, 2024 - 21:36
 40

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହିଷାପଟ ପଲ୍ଲିଶ୍ରୀ ପଡ଼ିଆରେ ବିନା ସୂଚନାରେ ଏକ ଘରୋଇ ହସ୍ପିଟାଲରେ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଅବତରଣ ନେଇ ପୋଲିସ୍ ପ୍ରଶାସନ ପାଖରେ ନଥିଲା କୌଣସି ସୂଚନା। ବିନା ସୂଚନାରେ ଅବତରଣ କରିଥିବା ଯୋଗୁଁ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ୍ ଓ ନିର୍ବାଚନ ଫ୍ଲାଇଙ୍ଗ ସ୍କୁଆଡ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।