ଜଳିଗଲା ମୋ ବସ୍‌

Jun 28, 2024 - 21:34
 105
ଜଳିଗଲା ମୋ ବସ୍‌

କଟକ: କଟକ ଜିଲ୍ଲା ସିଡିଏ ୯ ଅଞ୍ଚଳରେ ଜଳିଗଲା ‘ମୋ ବସ୍‌’ । ବସ୍‌ରେ ଥିବା ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।