ଛାତ୍ରକୁ ଛୁରି ଭୁସିଲା ଛାତ୍ର

Jun 28, 2024 - 21:36
 40

ଦିଗପହଣ୍ଡି: ସ୍କୁଲ୍ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଆଉ ଜଣେ ଛାତ୍ର। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ୨ ଛାତ୍ର ନବମ ଶ୍ରେଣୀର।