ଖୋଲିଲା ହୀରାକୁଦ ଗେଟ୍

Jul 28, 2024 - 18:59
 14
ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ଖୋଲିଲା ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ୍। ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ୨୦ଟି ଗେଟ୍। ସୂଚନା ଅନୁଯାୟୀ, ୧୨:୩୦ ରେ ଖୋଲିବ ଆଉ ୭ଟି ଗେଟ୍ ଓ ୨:୩୦ ରେ ଖୋଲାଯିବ ୬ଟି ଗେଟ୍। ହୀରାକୁଦ ଜଳଭଣ୍ଡାରର ଜଳ ମଣ୍ଡଳୀ ପହଞ୍ଚିବା ପାଇଁ ୩୬ ରୁ ୪୮ ଘଣ୍ଟା ଲାଗିବ।