ଆଜିଠୁ କେନ୍ଦ୍ରାପଡ଼ାରେ କୁକୁଡ଼ା ମରା ଅଭିଯାନ

Sep 8, 2024 - 20:58
 6

କେନ୍ଦ୍ରାପଡ଼ା: ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେବ କୁକୁଡ଼ା ମରା ଅଭିଯାନ। ଏଣ୍ଡେରା ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏହି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ। କୁକୁଡ଼ା ମାରିବା ସହ ସମଗ୍ର ଅଞ୍ଚଳକୁ ସାନିଟାଇଜ୍ କରାଯିବ। ସଂକ୍ରମିତ ଅଞ୍ଚଳକୁ ଯିବ ରପିଡ୍ ରେସ୍ପନ୍ ଟିମ୍। ଟିମ୍ ରେ ପ୍ରାୟ ୯୦ ରୁ ଅଧିକ ସଦସ୍ୟ ଥିବା ସୂଚନା। ଗତ ୫ ତାରିଖରେ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା କୁକୁଡ଼ା ନମୁନା। ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ।