ସୁନ୍ଦରଗଡ଼ ହସ୍ପିଟାଲ୍ ପରିଦର୍ଶନ କଲେ ସ୍ବାସ୍ଥ୍ୟ ସଚିବ

Oct 19, 2024 - 20:26
 138
ସୁନ୍ଦରଗଡ଼ ହସ୍ପିଟାଲ୍ ପରିଦର୍ଶନ କଲେ ସ୍ବାସ୍ଥ୍ୟ ସଚିବ

ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ହସ୍ପିଟାଲ୍ ପରିଦର୍ଶନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଆସ୍ୱଥି ଏସ୍। ହସ୍ପିଟାଲ୍ ରେ ରୋଗୀ ଓ କର୍ମଚାରୀଙ୍କ ସହ ଆଲୋଚନା କଲେ। ରୋଗୀଙ୍କ ସୁବିଧା ଅସୁବିଧା ମଧ୍ୟ ପଚାରି ବୁଝିଲେ ସ୍ବାସ୍ଥ୍ୟ ସଚିବ। କାଲିଠୁ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ଆସ୍ୱଥି ଏସ୍।