ମାର୍ଚ୍ଚ ୨୦୨୫ ସୁଦ୍ଧା ଓଡ଼ିଶାର ସବୁ ରାଜସ୍ବ ଗାଁକୁ ବିଜୁଳି

Sep 11, 2024 - 14:48
 5

ଭୁବନେଶ୍ୱର: ମାର୍ଚ୍ଚ ୨୦୨୫ ତାରିଖ ସୁଦ୍ଧା ଓଡ଼ିଶାର ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କେଭି ସିଂହଦେଓ। ଶକ୍ତି ସଂରକ୍ଷଣ ନେଇ ସଚେତନ ହେବାକୁ ବିଧାୟକଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ। ମାଗଣା ବିଜୁଳି ପାଇବା ଆଶା ନରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବାକୁ କହିଲେ ସିଂହଦେଓ।