ଆସନ୍ତାବର୍ଷ ହେବ ଜନଗଣନା

Oct 28, 2024 - 19:55
 4

ଭୁବନେଶ୍ୱର: ଆସନ୍ତାବର୍ଷ ହେବ ଜନଗଣନା। ୨୦୨୫ରୁ ୨୦୨୬ ଯାଏ ଚାଲିବ ଏହି ପ୍ରକ୍ରିୟା। ୨୦୨୧ରେ ହେବାକୁ ଥିବା ଜନଗଣନା କୋଭିଡ୍‌ ମହାମାରୀ ଯୋଗୁଁ ବନ୍ଦ ଥିଲା। ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁନନିର୍ଦ୍ଧାରଣ ହେବ। ଚଳିତ ଥର ପରେ ବଦଳିବ ଜନଗଣନା ଚକ୍ର। ୨୦୨୫ ପରେ ୨୦୩୫ରେ ହେବ ଜନଗଣନା ।