ଟ୍ରାକ୍ଟର ଚାପାରେ ଶିଶୁପୁତ୍ର ମୃତ

Dec 12, 2024 - 22:53
 96

ଛେଣ୍ତିପଦା: ଅନୁଗୁଳ ଜିଲ୍ଲାରେ ଟ୍ରାକ୍ଟର ଚାପାରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ବିଜୁ ମୁଖିଙ୍କ ୯ ବର୍ଷିୟ ପୁଅ ସାଇ ସରୋଜ ମୁଖି । ବାଗଡ଼ିଆ ଥାନା ବାରମଞ୍ଚା ଗାଁ ନିକଟରେ ଘଟିଛି ଘଟଣା। ରାସ୍ତାରେ ଶିଶୁଟି ଯାଉଥିବା ବେଳେ ଚାପି ଦେଲା ଟ୍ରାକ୍ଟର